ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଅରୁଣାଚଳ ପ୍ରଦେଶର ଜଣେ ଦୋକାନୀଙ୍କ ଦ୍ୱାରା ଶ୍ରୀ ଅନ୍ନର ଲାଭ ସମ୍ପର୍କିତ ଭିଡିଓ ଶେୟାର କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
17 APR 2023 4:35PM by PIB Bhubaneswar
ପ୍ରଧାନମନ୍ତ୍ରୀ ଅରୁଣାଚଳ ପ୍ରଦେଶର ଜଣେ ଦୋକାନୀଙ୍କ ଦ୍ୱାରା ଶ୍ରୀ ଅନ୍ନର ଲାଭ ସମ୍ପର୍କିତ ଭିଡିଓ ଶେୟାର କରିଛନ୍ତି ।
ସେହି ଦୋକାନୀଙ୍କ ସମ୍ପର୍କରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ସ୍ମୃତି ଇରାନୀଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ସେ ଠିକଣା ଭାବରେ ଶ୍ରୀ ଅନ୍ନର ଲାଭଗୁଡିକୁ ରେଖାଙ୍କିତ କରିଛନ୍ତି ।”
SR
(ରିଲିଜ ଆଡି: 1917353)
ପରିଦର୍ଶକ କାଉଣ୍ଟର : 138
ଏହି ରିଲିଜ ପଢନ୍ତୁ :
Bengali
,
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam