ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଉତ୍ତର ପୂର୍ବାଞ୍ଚଳର ବିକାଶ ସମ୍ପର୍କରେ ଟ୍ୱିଟ ଶୃଙ୍ଖଳ ଶେୟାର କଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
14 APR 2023 6:23PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ବିଗତ ୯ ବର୍ଷ ମଧ୍ୟରେ ଉତ୍ତର ପୂର୍ବାଞ୍ଚଳର ବିକାଶ ସମ୍ପର୍କରେ ଆଜି ଏକ ଟ୍ୱିଟ ଶୃଙ୍ଖଳ ଶେୟାର କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଉତ୍ତର ପୂର୍ବାଞ୍ଚଳର ବିକାଶ ସମ୍ପର୍କରେ ଏକ ଆକର୍ଷଣୀୟ ଟ୍ୱିଟ ଶୃଙ୍ଖଳ, ଯାହା ଏହି ଅଞ୍ଚଳର ସମୂର୍ଣ୍ଣ ଦକ୍ଷତା ଉପଯୋଗରେ ସହାୟକ ହୋଇଛି ।”
SR
(रिलीज़ आईडी: 1916632)
आगंतुक पटल : 163
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam