ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନାଗରିକମାନଙ୍କୁ ‘ଧରହର ଭାରତ କି' ଉପରେ ଡିଡି ଡକ୍ୟୁମେଣ୍ଟାରୀ ଦେଖିବା ପାଇଁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 14 APR 2023 6:13PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି ଯେଧରୋହର ଭାରତ କି' ଉପରେ ଦୁଇ ଭାଗ ବିଶିଷ୍ଟ ଦୂରଦର୍ଶନ ଡକ୍ୟୁମେଣ୍ଟାରୀ ଦେଖିବାକୁ ମିଳିବ ଯାହା ୧୪ ଏବଂ ୧୫ ଏପ୍ରିଲ ରାତି ଟା ସମୟରେ ଡିଡି ନେସନାଲରେ ପ୍ରସାରିତ ହେବ

ଦୂରଦର୍ଶନର ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଆମର ଐତିହ୍ୟ, ଆମର ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଯେଉଁମାନେ ଆମର ସ୍ୱାଧୀନତାକୁ ସୁରକ୍ଷିତ ରଖିବାପାଇଁ ନିଜର ସର୍ବସ୍ୱ ଦାନ କରିଥିଲେ ଏବଂ ପୋଷକରେ ସେବା କରୁଥିବା ଲୋକଙ୍କ ବୀରତ୍ୱକୁ ଶ୍ରଦ୍ଧାଞ୍ଜଳି

ଏହି ଦୁଇ ଭାଗର ଡକ୍ୟୁମେଣ୍ଟାରୀକୁ ୧୪ ଏବଂ ୧୫ ଏପ୍ରିଲରେ ରାତି ୮ଟା ସମୟରେ ରେ ଡିଡି ନେସନାଲରେ ଦେଖନ୍ତୁ

HS


(ରିଲିଜ ଆଡି: 1916627) ପରିଦର୍ଶକ କାଉଣ୍ଟର : 129