ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାରତର ଲୋକମାନେ ସେମାନଙ୍କର ପ୍ରତିଭା ଏବଂ ଉଦ୍ୟୋଗ ପ୍ରତି ଉତ୍ସାହ ପ୍ରଦର୍ଶନ କରୁଛନ୍ତି: ପ୍ରଧାନମନ୍ତ୍ରୀ

प्रविष्टि तिथि: 14 APR 2023 6:08PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଭାରତର ଲୋକମାନେ ସେମାନଙ୍କର ପ୍ରତିଭା ଏବଂ ଉଦ୍ୟୋଗ ପ୍ରତି ଉତ୍ସାହ ପ୍ରଦର୍ଶନ କରୁଛନ୍ତି କେନ୍ଦ୍ର ବାଣିଜ୍ୟ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲଙ୍କ ଟୁଇଟ୍ ଉପରେ ପ୍ରଧାନମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି ଯେଉଁଥିରେ ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଭାରତ ୨୦୨୨-୨୩ ପାଇଁ ୭୭୦ ବିଲିୟନ ଡ଼ଲାରରେ ନୂଆ ରପ୍ତାନି ରେକର୍ଡ ହାସଲ କରିଛି

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

ଭାରତର ଲୋକମାନେ ସେମାନଙ୍କର ପ୍ରତିଭା ଏବଂ ଉଦ୍ୟୋଗ ପ୍ରତି ଉତ୍ସାହ ପ୍ରଦର୍ଶନ କରୁଛନ୍ତି ବିଶ୍ୱ ଭାରତ ଆଡକୁ ଆଶା ଏବଂ ଉତ୍ସାହର ସହିତ ଚାହିଁଛି

https://www.pib.gov.in/PressReleasePage.aspx?PRID=1916220

HS


(रिलीज़ आईडी: 1916624) आगंतुक पटल : 140
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam