ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆଜିର ଦିନରେ ଜାଲିଆନୱାଲା ବାଗରେ ଶହୀଦ ହୋଇଥିବା ସମସ୍ତଙ୍କ ବଳିଦାନକୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 13 APR 2023 9:42AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଆଜିର ଦିନରେ ଜାଲିଆନୱାଲାବାଗରେ ଶହୀଦ ହୋଇଥିବା ସମସ୍ତଙ୍କ ବଳିଦାନକୁ ସ୍ମରଣ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;

ଆଜିର ଦିନରେ ଜାଲିଆନୱାଲାବାଗରେ ଶହୀଦ ହୋଇଥିବା ସମସ୍ତଙ୍କ ବଳିଦାନକୁ ସ୍ମରଣ କରୁଛି । ସେମାନଙ୍କ ସର୍ବୋଚ୍ଚ ବଳିଦାନ ଆମକୁ ଆମ ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ଆହୁରି କଠିନ ପରିଶ୍ରମ କରିବା ସହ ଏକ ସଶକ୍ତ ଓ ବିକଶିତ ଭାରତ ନିର୍ମାଣ ପାଇଁ ପ୍ରେରିତ କରୁଛି ।

SR


(ରିଲିଜ ଆଡି: 1916401) ପରିଦର୍ଶକ କାଉଣ୍ଟର : 154