ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav g20-india-2023

ଗ୍ରୀଷ୍ମ ଋତୁରେ ଯାତ୍ରୀମାନଙ୍କ ସୁଗମ ଯାତ୍ରା ସୁନିଶ୍ଚିତ ପାଇଁ ୨୧୭ ସ୍ୱତନ୍ତ୍ର ଟ୍ରେନ ଆରମ୍ଭକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

Posted On: 12 APR 2023 5:50PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଗ୍ରୀଷ୍ମ ଋତୁରେ ଯାତ୍ରୀମାନଙ୍କ ସୁଗମ ଯାତ୍ରା ସୁନିଶ୍ଚିତ ପାଇଁ ୨୧୭ ସ୍ୱତନ୍ତ୍ର ଟ୍ରେନ ଆରମ୍ଭକୁ ପ୍ରଶଂସା କରିଛନ୍ତି ।

ପତ୍ର ସୂଚନା କାର୍ଯ୍ୟାଳୟର ଏକ ଟ୍ୱିଟ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ଗ୍ରୀଷ୍ମ ଋତୁରେ ଏହା ଆରାମ ଦେବା ସହ ରେଳ ସମ୍ପର୍କ ବଢାଇବ ।   

 

SR



(Release ID: 1916286) Visitor Counter : 77