ପୋଷ୍ଟ କରାଯିବା ଦିନାଙ୍କ:
12 APR 2023 5:50PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଗ୍ରୀଷ୍ମ ଋତୁରେ ଯାତ୍ରୀମାନଙ୍କ ସୁଗମ ଯାତ୍ରା ସୁନିଶ୍ଚିତ ପାଇଁ ୨୧୭ ସ୍ୱତନ୍ତ୍ର ଟ୍ରେନ ଆରମ୍ଭକୁ ପ୍ରଶଂସା କରିଛନ୍ତି ।
ପତ୍ର ସୂଚନା କାର୍ଯ୍ୟାଳୟର ଏକ ଟ୍ୱିଟ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଗ୍ରୀଷ୍ମ ଋତୁରେ ଏହା ଆରାମ ଦେବା ସହ ରେଳ ସମ୍ପର୍କ ବଢାଇବ ।”
SR