ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଶ୍ରୀ ଗୁରୁ ତେଗ ବାହାଦୂର ଜୀଙ୍କ ପ୍ରକାଶ ପରବ ଅବସରରେ ତାଙ୍କୁ ନମନ କଲେ ପ୍ରଧାନମନ୍ତ୍ରୀ

Posted On: 11 APR 2023 6:35PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଶ୍ରୀ ଗୁରୁ ତେଗ ବାହାଦୂର ଜୀଙ୍କୁ ତାଙ୍କ ପ୍ରକାଶ ପରବ ଅବସରରେ ନମନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ଶ୍ରୀ ଗୁରୁ ତେଗ ବାହାଦୂର ଜୀଙ୍କୁ ତାଙ୍କ ପ୍ରକାଶ ପରବ ଅବସରରେ ନମନ କରୁଛି । ତାଙ୍କ ଅତୁଳନୀୟ ସାହସ ଓ ସତ୍ୟ ଏବଂ ନ୍ୟାୟ ପ୍ରତି ପ୍ରତିବବଦ୍ଧତା ବେଶ ପ୍ରେରଣାଦାୟୀ । ଗତବର୍ଷ ଲାଲକିଲ୍ଲା ଠାରେ ଆୟୋଜିତ ତାଙ୍କ ୪୦୦ତମ ପ୍ରକାଶ ପରବ ଅବସରରେ ଦେଇଥିବା ଭାଷଣ ଶେୟାର କରୁଛି ।

 

SR


(Release ID: 1915697) Visitor Counter : 125