ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜାତୀୟ ସାମୁଦ୍ରିକ ଦିବସ ଅବସରରେ ସାମୁଦ୍ରିକ ଜଗତରେ ଭାରତର ସମୃଦ୍ଧିରେ ଯୋଗଦାନ ଥିବା ସମସ୍ତଙ୍କୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
09 APR 2023 9:39PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାତୀୟ ସାମୁଦ୍ରିକ ଦିବସ ଅବସରରେ ବନ୍ଦର-ଭିତ୍ତିକ ଉନ୍ନୟନ ପାଇଁ ଭାରତର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ।
କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୱାଲଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଭାରତର ଏକ ସମୃଦ୍ଧ ସାମୁଦ୍ରିକ ଐତିହ୍ୟ ରହିଛି ଓ ଆମେ ସେଥିପାଇଁ ଗର୍ବିତ । ଜାତୀୟ ସାମୁଦ୍ରିକ ଦିବସ ଅବସରରେ, ସାମୁଦ୍ରିକ ଜଗତରେ ଭାରତର ସମୃଦ୍ଧିରେ ଯୋଗଦାନ ଥିବା ସମସ୍ତଙ୍କୁ ସ୍ମରଣ କରିବା ସହ ବନ୍ଦର-ଭିତ୍ତିକ ଉନ୍ନୟନ ପାଇଁ ଆମ ପ୍ରତିବଦ୍ଧତାକୁ ଦୋହରାଉଛୁ ।”
SR
(ରିଲିଜ ଆଡି: 1915171)
ପରିଦର୍ଶକ କାଉଣ୍ଟର : 139
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam