ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆମ ସରକାର ମତ୍ସ୍ୟଜୀବିଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ଅନେକ କାମ କରୁଛନ୍ତି: ପ୍ରଧାନମନ୍ତ୍ରୀ

प्रविष्टि तिथि: 06 APR 2023 10:06PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଆମ ସରକାର ମତ୍ସ୍ୟଜୀବିମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ଅନେକ କାମ କରୁଛନ୍ତି । ଯେଉଁଥିରେ ସହଜରେ ଋଣ ସୁନିଶ୍ଚିତ କରିବା, ନୂଆ ପ୍ରଯୁକ୍ତି ଉପଲବ୍ଧ କରାଇବା, ଭିତ୍ତିଭୂମି ଉନ୍ନତ କରାଇବା ଆଦି ସାମିଲ ରହିଛି ।

କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ସୁଚିନ୍ତିତ ପଦକ୍ଷେପ । ଆମ ସରକାର ମତ୍ସ୍ୟଜୀବିମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ଅନେକ କାମ କରୁଛନ୍ତି । ଯେଉଁଥିରେ ସହଜରେ ଋଣ ସୁନିଶ୍ଚିତ କରିବା, ନୂଆ ପ୍ରଯୁକ୍ତି ଉପଲବ୍ଧ କରାଇବା, ଭିତ୍ତିଭୂମି ଉନ୍ନତ କରାଇବା ଆଦି ସାମିଲ ରହିଛି ।

 

 

SR


(रिलीज़ आईडी: 1914463) आगंतुक पटल : 141
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam