ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସ୍ୱଚ୍ଛ ଭାରତ ମିଶନ ଆମ ଦରିଦ୍ର ମା ଓ ଭଉଣୀମାନଙ୍କ ଜୀବନକୁ ସଶକ୍ତ କରିଛି: ପ୍ରଧାନମନ୍ତ୍ରୀ
Posted On:
06 APR 2023 11:28AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଏହା ଦେଶ ପାଇଁ ଖୁସିର କଥା ଯେ ସ୍ୱଚ୍ଛ ଭାରତ ମିଶନ ଆମ ଗରିବ ମା ଓ ଭଉଣୀମାନଙ୍କର ଜୀବନକୁ ସଶକ୍ତ କରିବାରେ ସହାୟକ ହୋଇଛି ।
ଶ୍ରୀ ମୋଦୀ ଗରିବ ମା ଓ ଭଉଣୀମାନଙ୍କ ପାଇଁ ଶୌଚାଳୟର ଗୁରୁତ୍ୱ ପ୍ରଦର୍ଶନ କରୁଥିବା ଏକ ସୃଜନଶୀଳ ଭିଡିଓ କ୍ଲିପ ଶେୟାର ମଧ୍ୟ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ସାରା ଦେଶ ପାଇଁ ଖୁସିର କଥା ଯେ, ସ୍ୱଚ୍ଛ ଭାରତ ମିଶନ ଆମ ଗରିବ ମା ଓ ଭଉଣୀମାନଙ୍କର ଜୀବନକୁ ସଶକ୍ତ କରିବାରେ ସହାୟକ ହୋଇଛି... ।”
SR
(Release ID: 1914458)
Visitor Counter : 105
Read this release in:
English
,
Urdu
,
Hindi
,
Marathi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam