ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଅରୁଣାଚଳ ପ୍ରଦେଶର ମୁକ୍ତୋ ବିଧାନସଭା ନିର୍ବାଚନ ମଣ୍ଡଳୀର ମାଗୋ ଗାଁର ସୀମାନ୍ତ ଅଞ୍ଚଳରେ ବିକାଶ କାର୍ଯ୍ୟକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
05 APR 2023 6:04PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଅରୁଣାଚଳ ପ୍ରଦେଶର ମୁକ୍ତୋ ବିଧାନସଭା ନିର୍ବାଚନ ମଣ୍ଡଳୀର ମାଗୋ ଗାଁର ସୀମାନ୍ତ ଅଞ୍ଚଳରେ ବିକାଶ କାର୍ଯ୍ୟକୁ ସ୍ୱାଗତ କରିବା ସହ କହିଛନ୍ତି ସୀମାବର୍ତ୍ତୀ ଗାଁଗୁଡିକରେ ରହୁଥିବା ଲୋକଙ୍କୁ ଏହା ସଶକ୍ତ କରିବ ।
ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ପେମା ଖାଣ୍ଡୁଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ସୀମାନ୍ତ ଅଞ୍ଚଳରେ ଏକ ସ୍ୱାଗତଯୋଗ୍ୟ ବିକାଶ, ଯାହା ସୀମାବର୍ତ୍ତୀ ଗାଁଗୁଡିକରେ ରହୁଥିବା ଲୋକଙ୍କୁ ସଶକ୍ତ କରିବ ।”
SR
(रिलीज़ आईडी: 1913985)
आगंतुक पटल : 166
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam