ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଗୁଜୁରାଟ ଏବଂ ଉତ୍ତର-ପୂର୍ବ ମଧ୍ୟରେ ମାଧବପୁର ମେଳାରେ ପ୍ରଦର୍ଶିତ ସମନ୍ୱୟକୁ ସୂଚିତ କରିଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 05 APR 2023 11:15AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟ ଏବଂ ଉତ୍ତର-ପୂର୍ବ ମଧ୍ୟରେ ମହାନ ସାଂସ୍କୃତିକ ସମନ୍ୱୟ ଉପରେ ଆଲୋକପାତ କରିଛନ୍ତି ଏବଂ ଏଥିପାଇଁ ମାଧବପୁର ମେଳାକୁ ଶ୍ରେୟ ଦେଇଛନ୍ତି

ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ମାଧବପୁର ମେଳା ଉପରେ ଏକ ଟୁଇଟ୍ ଉତ୍ତରରେ ପ୍ରଧାନମନ୍ତ୍ରୀ ଟୁଇଟ୍କରିଛନ୍ତି;

ଗୁଜୁରାଟ ଏବଂ ଉତ୍ତର-ପୂର୍ବ ମଧ୍ୟରେ ମହାନ ସାଂସ୍କୃତିକ ସମନ୍ୱୟ, ମାଧବପୁର ମେଳାକୁ ଧନ୍ୟବାଦ

HS


(रिलीज़ आईडी: 1913904) आगंतुक पटल : 159
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam