ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ
ଭାରତରେ ଅନେକ ପ୍ରତିଷ୍ଠିତ ମେଳା ଅଛି ଯାହା ଆମ ଦେଶର ଅନନ୍ୟ ସାଂସ୍କୃତିକ ଦିଗଗୁଡିକ ପ୍ରଦର୍ଶନ କରିଥାଏ: ପ୍ରଧାନମନ୍ତ୍ରୀ
प्रविष्टि तिथि:
01 APR 2023 9:02PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଭାରତରେ ଅନେକ ପ୍ରତିଷ୍ଠିତ ମେଳା ରହିଛି ଯାହା ଆମ ଦେଶର ଅନନ୍ୟ ସାଂସ୍କୃତିକ ଦିଗ ପ୍ରଦର୍ଶନ କରିଥାଏ । ଶ୍ରୀ ମୋଦୀ ଏହା ମଧ୍ୟ କହିଛନ୍ତି ଯେ ମାଧବପୁର ମେଳା ହେଉଛି ଏଭଳି ଏକ ଅତୁଳନୀୟ ମେଲା ଯାହା ଗୁଜୁରାଟ ଏବଂ ଉତ୍ତର ପୂର୍ବକୁ ମଧ୍ୟ ଏକତ୍ର କରିଥାଏ ।
କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ଶ୍ରୀ କିରେନ ରିଜିଜୁଙ୍କ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ଭାରତ ଅନେକ ପ୍ରତିଷ୍ଠିତ ମେଳାର ଘର, ଯାହା ଆମ ଦେଶର ଅନନ୍ୟ ସାଂସ୍କୃତିକ ଦିଗକୁ ପ୍ରଦର୍ଶନ କରିଥାଏ । ମାଧବପୁର ମେଳା ହେଉଛି ଏପରି ଏକ ଅସାଧାରଣ ମେଳା ଯାହା ଗୁଜୁରାଟ ଏବଂ ଉତ୍ତର-ପୂର୍ବକୁ ମଧ୍ୟ ଏକତ୍ର କରିଥାଏ । ମୁଁ ମନ କି ବାତ୍ ଏପିସୋଡରେ ମଧ୍ୟ ଏହା ବିଷୟରେ ବିସ୍ତୃତ ଭାବରେ କହିଥିଲି । youtu.be/ZGZeyNlodoo”
HS
(रिलीज़ आईडी: 1912955)
आगंतुक पटल : 142
इस विज्ञप्ति को इन भाषाओं में पढ़ें:
Bengali
,
English
,
Urdu
,
हिन्दी
,
Marathi
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam