ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରତିରକ୍ଷା ରପ୍ତାନୀ ସର୍ବକାଳୀନ ସର୍ବୋଚ୍ଚ ସ୍ତର ଛୁଇଁ ଥିବାରୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ପୋଷ୍ଟ କରାଯିବା ଦିନାଙ୍କ:
01 APR 2023 8:47PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ୨୦୨୨-୨୦୨୩ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନୀ ସର୍ବକାଳୀନ ସର୍ବୋଚ୍ଚ ୧୫,୯୨୦ କୋଟି ଟଙ୍କାରେ ପହଞ୍ଚି ଥିବାରୁ ପ୍ରଶଂସା କରିଛନ୍ତି ।
ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହଙ୍କ ଘୋଷଣା ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଖୁବ ବଢିଆ! ଭାରତର ପ୍ରତିଭା ଓ ମେକ ଇନ ଇଣ୍ଡିଆ ପ୍ରତି ଉତ୍ସାହର ଦୃଢ ଅଭିବ୍ୟକ୍ତି । ଏ କ୍ଷେତ୍ରରେ ଗତ କିଛି ବର୍ଷ ହେଲା ଚାଲିଥିବା ସଂସ୍କାର ଭଲ ପରିଣାମ ଦେଇଥିବା ଏହା ଦର୍ଶାଉଛି । ଆମ ସରକାର ଭାରତକୁ ପ୍ରତିରକ୍ଷା ଉତ୍ପାଦନ ହବରେ ପରିଣତ କରିବା ପାଇଁ ହେଉଥିବା ଉଦ୍ୟମକୁ ସମର୍ଥନ ଜାରି ରଖିବ ।”
SR
(ରିଲିଜ ଆଡି: 1912939)
ପରିଦର୍ଶକ କାଉଣ୍ଟର : 179
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam