ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୮୪ତମ ସିଆରପିଏଫ ଦିବସ ପ୍ୟାରେଡ ପାଇଁ ସିଆରପିଏଫକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 26 MAR 2023 10:24AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଛତିଶଗଡର ଜଗଦଲପୁର ସ୍ଥିତ ସିଆରପିଏଫ କ୍ୟାମ୍ପରେ ଆୟୋଜିତ ଚିତାକର୍ଷକ ଓ ପ୍ରଭାବଶାଳୀ ୮୪ତମ ସିଆରପିଏଫ ଦିବସ ପ୍ୟାରେଡ ପାଇଁ ସିଆରପିଏଫକୁ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଥମ ଥର ପାଇଁ ସିଆରପିଏଫ ଦିବସ ପ୍ୟାରେଡ ଛତିଶଗଡର ବସ୍ତରରେ ଆୟୋଜିତ ହୋଇଥିଲା ।

ସିଆରପିଏଫର ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

@crpfindia ଦ୍ୱାରା ସୁନ୍ଦର ଅଭିବ୍ୟକ୍ତି । ଏହି ବିଶିଷ୍ଟ ବଳକୁ ଶୁଭେଚ୍ଛା ।   

 

SR


(रिलीज़ आईडी: 1911027) आगंतुक पटल : 141
इस विज्ञप्ति को इन भाषाओं में पढ़ें: Tamil , Kannada , Malayalam , Assamese , English , Urdu , Marathi , हिन्दी , Manipuri , Bengali , Punjabi , Gujarati , Telugu