ପୋଷ୍ଟ କରାଯିବା ଦିନାଙ୍କ:
26 MAR 2023 10:24AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଛତିଶଗଡର ଜଗଦଲପୁର ସ୍ଥିତ ସିଆରପିଏଫ କ୍ୟାମ୍ପରେ ଆୟୋଜିତ ଚିତାକର୍ଷକ ଓ ପ୍ରଭାବଶାଳୀ ୮୪ତମ ସିଆରପିଏଫ ଦିବସ ପ୍ୟାରେଡ ପାଇଁ ସିଆରପିଏଫକୁ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଥମ ଥର ପାଇଁ ସିଆରପିଏଫ ଦିବସ ପ୍ୟାରେଡ ଛତିଶଗଡର ବସ୍ତରରେ ଆୟୋଜିତ ହୋଇଥିଲା ।
ସିଆରପିଏଫର ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“@crpfindia ଦ୍ୱାରା ସୁନ୍ଦର ଅଭିବ୍ୟକ୍ତି । ଏହି ବିଶିଷ୍ଟ ବଳକୁ ଶୁଭେଚ୍ଛା ।”
SR