ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରୁ ଲାଭ ଉଠାଇଥିବାରୁ ସିର୍‍ସାର କୃଷକଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 19 MAR 2023 8:46PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରୁ ଲାଭ ପ୍ରଦର୍ଶନ ଥିବାରୁ ସିର୍‍ସା ଚାଷୀଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ପ୍ରୟାସ ମହିଳା ସଶକ୍ତିକରଣର ପ୍ରତୀକ

ସ୍ଥାନୀୟ ଚାଷୀମାନେ ପିଏମଏମଏସୱାଇକୁ ଆପଣେଇଥିବା ନେଇ ସିରସା ସାଂସଦ ସୁଶ୍ରୀ ସୁନୀତା ଡୁଗଲଙ୍କ ଟୁଇଟ୍‍ର ଉତ୍ତର ଦେଇଛନ୍ତି ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି:

ସିରସାରେ ଆମର କୃଷକ ଭାଇ ଭଉଣୀଙ୍କ ଏହି ପ୍ରୟାସ ଯାହା ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାର ଲାଭକୁ ସାମ୍ନାକୁ ଆଣିଛି, ଏହା ମହିଳା ସଶକ୍ତିକରଣର ପ୍ରତୀକ ବୋଲି ସେ କହିଛନ୍ତି

HS


(ରିଲିଜ ଆଡି: 1908633) ପରିଦର୍ଶକ କାଉଣ୍ଟର : 194