ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଗରିବ ଭାଇଭଉଣୀଙ୍କ ପାଇଁ ଆୟୁଷ୍ମାନ ଯୋଜନା ଜୀବନ ରକ୍ଷକ: ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
16 MAR 2023 6:07PM by PIB Bhubaneswar
ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଯୋଜନାର ପ୍ରଭାବ ତଥା ସୁଲଭ ଏବଂ ଶସ୍ତା ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ କରାଇବା ପାଇଁ ଅନ୍ୟ ପଦକ୍ଷେପ ସମ୍ପର୍କରେ ସାଂସଦ ଶ୍ରୀ ଶଙ୍କର ଲାଲୱାନିଙ୍କ ଟ୍ୱିଟର ପ୍ରତ୍ୟୁତ୍ତର ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ କରିଛନ୍ତି;
“ଆୟୁଷ୍ମାନ ଯୋଜନା କିପରି ଆମ ଗରିବ ଭାଇଭଉଣୀଙ୍କ ଜୀବନ ରକ୍ଷା କରୁଛି, ଏହା ତାର ଏକ ପ୍ରତ୍ୟକ୍ଷ ଉଦାହରଣ ।”
SR
(ରିଲିଜ ଆଡି: 1907695)
ପରିଦର୍ଶକ କାଉଣ୍ଟର : 197
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam