ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଥମ ଥର ପାଇଁ ଦିଲ୍ଲୀ ବାହାରେ ସ୍ଥାପନା ଦିବସ ଆୟୋଜନ କରିଥିବାରୁ ସିଆଇଏସଏଫକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ପୋଷ୍ଟ କରାଯିବା ଦିନାଙ୍କ:
15 MAR 2023 2:35PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ପ୍ରଥମ ଥର ପାଇଁ ଦିଲ୍ଲୀ ବାହାରେ ସ୍ଥାପନା ଦିବସ ଆୟୋଜନ କରିଥିବାରୁ ସିଆଇଏସଏଫକୁ ପ୍ରଶଂସା କରିଛନ୍ତି ।
କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଟ୍ୱିଟକୁ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ପ୍ରଥମ ଥର ପାଇଁ ଦିଲ୍ଲୀ ବାହାରେ ସ୍ଥାପନା ଦିବସ ଆୟୋଜନ କରିଥିବାରୁ ସିଆଇଏସଏଫକୁ ସାଧୁବାଦ ଜଣାଉଛି । ଏଭଳି ନିଷ୍ପତ୍ତି ଶାସନରେ ସହଭାଗିତା ଭାବନାକୁ ପ୍ରୋତ୍ସାହିତ କରିବ ।”
SR
(ରିଲିଜ ଆଡି: 1907119)
ପରିଦର୍ଶକ କାଉଣ୍ଟର : 163
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam