ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଲଦାଖ ଉପରାଜ୍ୟପାଳ ବ୍ରିଗେଡିୟର ବି.ଡି.ମିଶ୍ର (ଅବସରପ୍ରାପ୍ତ)
प्रविष्टि तिथि:
14 MAR 2023 6:33PM by PIB Bhubaneswar
ଲଦାଖ ଉପରାଜ୍ୟପାଳ ବ୍ରିଗେଡିୟର ବି.ଡି. ମିଶ୍ର (ଅବସରପ୍ରାପ୍ତ) ଆଜି ନୂଆଦିଲ୍ଲୀ ଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରାଯାଇଛି;
“ଲଦାଖ ଉପରାଜ୍ୟପାଳ ବ୍ରିଗେଡିୟର ବି.ଡି. ମିଶ୍ର (ଅବସରପ୍ରାପ୍ତ) ପ୍ରଧାନମନ୍ତ୍ରୀ @narendramodiଙ୍କୁ ଭେଟିଛନ୍ତି ।”
SR
(रिलीज़ आईडी: 1906848)
आगंतुक पटल : 176
इस विज्ञप्ति को इन भाषाओं में पढ़ें:
Bengali
,
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam