ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଯୋଗାଯୋଗ ବ୍ୟବସ୍ଥା ଉନ୍ନତ କରିବାକୁ ସରକାର ନିରନ୍ତର ପ୍ରୟାସରତ: ପ୍ରଧାନମନ୍ତ୍ରୀ

प्रविष्टि तिथि: 13 MAR 2023 6:14PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଲୋକଙ୍କ ସୁବିଧା ପାଇଁ ଯୋଗାଯୋଗ ବ୍ୟବସ୍ଥା ଉନ୍ନତ କରିବାକୁ ସରକାର ନିରନ୍ତର ପ୍ରୟାସରତ ।

ଉଡାନ ଯୋଜନା କିପରି ବିମାନ ଯାତ୍ରାକୁ ସାଧାରଣ ନାଗରିକଙ୍କ ପାଇଁ ଉପଲବ୍ଧ ଓ ସୁଲଭ କରିପାରିଛି ସେ ସମ୍ପର୍କରେ ସାଂସଦ ଶ୍ରୀ ରାଜେଶ ଚୁଦାସାମାଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ଶ୍ରୀ ମୋଦୀ ଏହା କହିଛନ୍ତି । 

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଯୋଗାଯୋଗ ବ୍ୟବସ୍ଥା ଉନ୍ନତ ପାଇଁ ଆମେ ନିରନ୍ତର ପ୍ରୟାସରତ ଓ ଏହା ମାଧ୍ୟମରେ ସାଧାରଣ ନାଗରିକ ସୁବିଧା ପାଇବେ ।

 

SR


(रिलीज़ आईडी: 1906484) आगंतुक पटल : 140
इस विज्ञप्ति को इन भाषाओं में पढ़ें: Urdu , Kannada , English , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Malayalam