ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ହୋଲି ଶୁଭେଚ୍ଛା ପାଇଁ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 08 MAR 2023 10:24PM by PIB Bhubaneshwar

ଇସ୍ରାଏଲ ପ୍ରଧାନମନ୍ତ୍ରୀ ମହାମହିମ ବେଞ୍ଜାମିନ ନେତାନ୍ୟାହୁଙ୍କ ହୋଲି ଶୁଭେଚ୍ଛାର ପ୍ରତ୍ୟୁତ୍ତର ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ କରିଛନ୍ତି;

ଧନ୍ୟବାଦ ବନ୍ଧୁ, ପ୍ରଧାନମନ୍ତ୍ରୀ @netanyahu ଆପଣଙ୍କ ସ୍ୱତନ୍ତ୍ର ହୋଲି ଶୁଭେଚ୍ଛା ପାଇଁ । ସାରା ଭାରତର ଲୋକେ ଏହି ପର୍ବକୁ ବେଶ ଉଦ୍ଦୀପନାର ସହ ପାଳନ କରିଥାନ୍ତି ।

ମୁଁ ଆପଣଙ୍କୁ ଓ ଇସ୍ରାଏଲବାସୀଙ୍କୁ ଶୁଭ ପୁରିମର ଅଭିନନ୍ଦନ ଜଣାଉଛି । ଛାଗ ସମିଚ ।

 

 

SR


(रिलीज़ आईडी: 1905241) आगंतुक पटल : 144
इस विज्ञप्ति को इन भाषाओं में पढ़ें: Bengali , English , Urdu , हिन्दी , Marathi , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam