ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କୁଶୀନଗର ବିକାଶରେ ଖିରକିଆ ଠାରୁ ଜଟାହା ବଜାର ପର୍ଯ୍ୟନ୍ତ ୧୭ କିଲୋମିଟର ଲମ୍ବର ରାସ୍ତା ର୍ନିମାଣ ଅଧିକ ସହାୟକ ଦେବ: ପ୍ରଧାନମନ୍ତ୍ରୀ

प्रविष्टि तिथि: 27 FEB 2023 1:59PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଉତ୍ତରପ୍ରଦେଶର କୁଶୀନଗର ଲୋକସଭା ର୍ନିବାଚନମଣ୍ଡଳୀର ଖିରକିଆ ଠାରୁ ଜଟାହା ବଜାର ପର୍ଯ୍ୟନ୍ତ ୧୭ କିଲୋମିଟର ଦୀର୍ଘ ରାସ୍ତା ର୍ନିମାଣ କୁଶୀନଗରର ବିକାଶରେ ଅଧିକ ଉତ୍ସାହ ଯୋଗାଇବ ।

କୁଶୀନଗର ସାଂସଦ ଶ୍ରୀ ବିଜୟ କୁମାର ଦୁବେଙ୍କ ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;

“ଏହାଦ୍ୱାରା କୁଶିନଗରର ବିକାଶକୁ ଆହୁରି ବଳ ମିଳିବ ।”

HS


(रिलीज़ आईडी: 1903192) आगंतुक पटल : 132
इस विज्ञप्ति को इन भाषाओं में पढ़ें: Bengali , English , Urdu , Marathi , हिन्दी , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam