କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ
ଭାରତ ତଥା ଆନ୍ତର୍ଜାତୀୟ ସ୍ତରରେ ସର୍ବୋଚ୍ଚ ଗୁଣବତ୍ତା ଶ୍ରୀ ଅନ୍ନ ଉତ୍ପାଦକୁ ଉତ୍ସାହିତ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
27 FEB 2023 11:02AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତ ତଥା ଆନ୍ତର୍ଜାତୀୟ ସ୍ତରରେ ସର୍ବୋଚ୍ଚ ଗୁଣବତ୍ତା ଶ୍ରୀ ଅନ୍ନ ଉତ୍ପାଦକୁ ଉତ୍ସାହିତ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ସ୍ୱୀକାର କରିଛନ୍ତି ।
ଶ୍ରୀ ମୋଦୀ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟଙ୍କ ଟୁଇଟର ଜବାବ ଦେଇଛନ୍ତି ଯେଉଁଥିରେ ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଘରୋଇ ଏବଂ ବିଶ୍ୱ ବଜାରରେ ଉତ୍ତମ ଗୁଣାତ୍ମକ ମିଲେଟର ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ଏଫ୍ଏସଏସଏଆଇ ଭାରତ ୧୫ ପ୍ରକାରର ମିଲେଟ ପାଇଁ ୮ଟି ଗୁଣାତ୍ମକ ମାନଦଣ୍ଡ ସ୍ଥିର କରିଛି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ଭାରତ ତଥା ଆନ୍ତର୍ଜାତୀୟ ସ୍ତରରେ ଶ୍ରେଷ୍ଠ ଗୁଣବତ୍ତା ଶ୍ରୀ ଅନ୍ନ ଉତ୍ପାଦକୁ ଉତ୍ସାହିତ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।”
HS
(ରିଲିଜ ଆଡି: 1902662)
ପରିଦର୍ଶକ କାଉଣ୍ଟର : 177
ଏହି ରିଲିଜ ପଢନ୍ତୁ :
Bengali
,
English
,
Urdu
,
हिन्दी
,
Marathi
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam