କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ
azadi ka amrit mahotsav

୨୦୦ ବର୍ଷ ପୁରୁଣା ଐତିହ୍ୟ କୂଅର ପୁନରୁଦ୍ଧାର ପାଇଁ ଜୋନାଲ ରେଳ ତାଲିମ ପ୍ରତିଷ୍ଠାନ, ସିକନ୍ଦରାବାଦକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 27 FEB 2023 11:01AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିଜ ପରିସରରେ ୨୦୦ ବର୍ଷ ପୁରୁଣା ଐତିହ୍ୟ କୂଅର ପୁନରୁଦ୍ଧାର ନେଇ ଜୋନାଲ ରେଲୱେ ତାଲିମ ପ୍ରତିଷ୍ଠାନ, ସିକନ୍ଦରାବାଦର ଉଦ୍ୟମକୁ ପ୍ରଶଂସା କରିଛନ୍ତି ଜୋନାଲ ରେଲୱେ ତାଲିମ ପ୍ରତିଷ୍ଠାନ, ସିକନ୍ଦରାବାଦ ଜଳ ସଂରକ୍ଷଣକୁ ସୁଗମ କରିବା ପାଇଁ ଏହାର ଚାରିପାଖରେ ବର୍ଷା ଜଳ ଅମଳର ଗର୍ତ୍ତ ର୍ନିମାଣ କରିଛି

ରେଳ ମନ୍ତ୍ରଣାଳୟର ଟୁଇଟର ଉତ୍ତରରେ ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

ଏହା ଏକ ପ୍ରଶଂସନୀୟ ପ୍ରୟାସ

HS


(ରିଲିଜ ଆଡି: 1902661) ପରିଦର୍ଶକ କାଉଣ୍ଟର : 160