ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିମାନ ଚଳାଚଳ କ୍ଷେତ୍ର ଲୋକଙ୍କ ନିକଟତର ହେବା ସହିତ ଜାତୀୟ ବିକାଶକୁ ଆଗେଇ ନେଉଛି : ପ୍ରଧାନମନ୍ତ୍ରୀ

प्रविष्टि तिथि: 22 FEB 2023 12:45PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଘରୋଇ ବିମାନ ବନ୍ଦର ବୃଦ୍ଧି ସହିତ ଘରୋଇ ବିମାନ ଯାତ୍ରୀଙ୍କ ସଂଖ୍ୟା ୪.୪୫ ଲକ୍ଷରେ ପହଞ୍ଚିଛି ଯାହା କି କୋଭିଡ ପରବର୍ତ୍ତୀ ସମୟରେ ସର୍ବାଧିକ ତାହାକୁ ପ୍ରଶଂସା କରିଛନ୍ତି ।

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଏକ ଟୁଇଟ୍‍ ଉପରେ ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ଅଧିକ ବିମାନବନ୍ଦର ଏବଂ ଉତ୍ତମ ଯୋଗାଯୋଗ.. ବିମାନ ଚଳାଚଳ କ୍ଷେତ୍ର ଲୋକଙ୍କ ନିକଟତର ହେବା ସହିତ ଜାତୀୟ ବିକାଶକୁ ଆଗେଇ ନେଉଛି ।”

HS


(रिलीज़ आईडी: 1901765) आगंतुक पटल : 136
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam