ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଘରେ ଲୋକଙ୍କୁ ଜୈବିକ ଚାଷ କରିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
23 FEB 2023 2:02PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଘରେ ଜୈବିକ ଚାଷ ପାଇଁ ଲୋକଙ୍କୁ କହିଛନ୍ତି । ସେ ରାଜ୍ୟସଭା ସାଂସଦ ସଂଗୀତା ଯାଦବ ମୌର୍ଯ୍ୟଙ୍କ ଏକ ଟୁଇଟ୍ ଉପରେ ପ୍ରତିକ୍ରିୟା ଦେଇଥିଲେ ଯେଉଁଥିରେ ରାଜ୍ୟସଭା ସାଂସଦ ଘରର ଛାତ ଉପରେ ବିଭିନ୍ନ ପ୍ରକାରର ପନିପରିବା ଫଳାଇଥିବା ଦେଖାଉଥିଲେ ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ବହୁତ ବଢିଆ! ପ୍ରକୃତି ସହ ଯୋଡିହେବା ସହିତ ସୁସ୍ଥ ଖାଦ୍ୟ ବି ... ବାକି ଲୋକମାନେ ମଧ୍ୟ ନିଜ ଘରେ ଏହାକୁ ଗ୍ରହଣ କରିପାରିବେ ।”
HS
(रिलीज़ आईडी: 1901657)
आगंतुक पटल : 184
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam