ପୋଷ୍ଟ କରାଯିବା ଦିନାଙ୍କ:
23 FEB 2023 2:02PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଘରେ ଜୈବିକ ଚାଷ ପାଇଁ ଲୋକଙ୍କୁ କହିଛନ୍ତି । ସେ ରାଜ୍ୟସଭା ସାଂସଦ ସଂଗୀତା ଯାଦବ ମୌର୍ଯ୍ୟଙ୍କ ଏକ ଟୁଇଟ୍ ଉପରେ ପ୍ରତିକ୍ରିୟା ଦେଇଥିଲେ ଯେଉଁଥିରେ ରାଜ୍ୟସଭା ସାଂସଦ ଘରର ଛାତ ଉପରେ ବିଭିନ୍ନ ପ୍ରକାରର ପନିପରିବା ଫଳାଇଥିବା ଦେଖାଉଥିଲେ ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ବହୁତ ବଢିଆ! ପ୍ରକୃତି ସହ ଯୋଡିହେବା ସହିତ ସୁସ୍ଥ ଖାଦ୍ୟ ବି ... ବାକି ଲୋକମାନେ ମଧ୍ୟ ନିଜ ଘରେ ଏହାକୁ ଗ୍ରହଣ କରିପାରିବେ ।”
HS