ପୋଷ୍ଟ କରାଯିବା ଦିନାଙ୍କ:
18 FEB 2023 9:26AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଦ୍ୟୁତ ଆଘାତପ୍ରାପ୍ତ ହାତୀର ଜୀବନ ରକ୍ଷା ପାଇଁ ବାନ୍ଦିପୁର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କର୍ମଚାରୀମାନଙ୍କୁ ସାଧୁବାଦ ଜଣାଇବା ସହ ଲୋକଙ୍କ ମଧ୍ୟରେ ଏଭଳି କରୁଣା ପ୍ରଶଂସନୀୟ ବୋଲି କହିଛନ୍ତି ।
କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ଏବଂ ଶ୍ରମ ଓ ନିୟୋଜନ ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବଙ୍କ ଟ୍ୱିଟର ପ୍ରତ୍ୟୁତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଦେଖି ଖୁସି ଲାଗିଲା ।
ବାନ୍ଦିପୁର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ମଚାରୀମାନଙ୍କୁ ସାଧୁବାଦ । ଆମ ଲୋକଙ୍କ ମଧ୍ୟରେ ଏପରି କରୁଣା ପ୍ରଶଂସନୀୟ ।”
SR