ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଶ୍ରୀ ଅନ୍ନକୁ ନିଜ ଜୀବନରେ ସାମିଲ କରିବାକୁ ସମସ୍ତଙ୍କୁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
15 FEB 2023 1:12PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜରୋଧା ପ୍ରତିଷ୍ଠାତା ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିଥିନ କାମତଙ୍କ ଟ୍ୱିଟ ଶୃଙ୍ଖଳର ଉତ୍ତରେ ଦେଇଛନ୍ତି । ଏଥିରେ ନିଥିନ କାମତ ନିଜ ଖାଦ୍ୟରେ ମିଲେଟକୁ ସାମିଲ କରିଥିବା ନେଇ ସୂଚନା ଦେଇଛନ୍ତି ।
ନିଥିନ କାମତଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଏହା ପଢି ଭଲ ଲାଗିଲା ! ଚାଲନ୍ତୁ ଆମେ ସମସ୍ତେ ଶ୍ରୀ ଅନ୍ନକୁ ନିଜ ଜୀବନରେ ସାମିଲ କରିବା ।”
SR
(ରିଲିଜ ଆଡି: 1899676)
ପରିଦର୍ଶକ କାଉଣ୍ଟର : 149
ଏହି ରିଲିଜ ପଢନ୍ତୁ :
Urdu
,
English
,
Marathi
,
हिन्दी
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam