ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସାଇପ୍ରସ ରାଷ୍ଟ୍ରପତି ଭାବେ ନିର୍ବାଚିତ ମହାମହିମ ନିକୋସ କ୍ରିଷ୍ଟୋଦୋଲିଦେସଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

प्रविष्टि तिथि: 13 FEB 2023 10:50PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାଇପ୍ରସ ରାଷ୍ଟ୍ରପତି ଭାବେ ନିର୍ବାଚିତ ମହାମହିମ ନିକୋସ କ୍ରିଷ୍ଟୋଦୋଲିଦେସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । 

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ସାଇପ୍ରସ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବାରୁ ଅଭିନନ୍ଦନ ମହାମହିମ ନିକୋସ @Christodulides । ଭାରତ- ସାଇପ୍ରସ ସମ୍ପର୍କ ସୁଦୃଢ କରିବା ପାଇଁ ଏକାଠି କାମ କରିବାକୁ ଆଗ୍ରହୀ ।”   

SR


(रिलीज़ आईडी: 1899672) आगंतुक पटल : 134
इस विज्ञप्ति को इन भाषाओं में पढ़ें: Bengali , English , Urdu , हिन्दी , Marathi , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam