ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
azadi ka amrit mahotsav g20-india-2023

ଦୁଇ ସପ୍ତାହ ମଧ୍ୟରେ ଦ୍ୱିତୀୟ ହୃଦୟ ପ୍ରତିରୋପଣ କରିଥିବା ଆର୍ମି ଇନଷ୍ଟିଚ୍ୟୁଟ ଅଫ କାର୍ଡିଓ ଥୋରାସିକ ସାଇନ୍ସେସ (ଏଆଇସିଟିଏସ, ପୁନେ)ର ଡାକ୍ତରମାନଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

Posted On: 15 FEB 2023 6:50PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୁଇ ସପ୍ତାହ ମଧ୍ୟରେ ଦ୍ୱିତୀୟ ହୃଦୟ ପ୍ରତିରୋପଣ କରିଥିବା ଆର୍ମି ଇନଷ୍ଟିଚ୍ୟୁଟ ଅଫ କାର୍ଡିଓ ଥୋରାସିକ ସାଇନ୍ସେସ (ଏଆଇସିଟିଏସ, ପୁନେ)ର ଡାକ୍ତରମାନଙ୍କୁ ପ୍ରଶଂସା କରିଛନ୍ତି ।  

ଭାରତୀୟ ସେନାର ଦକ୍ଷିଣ କମାଣ୍ଡଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଉଲ୍ଲେଖନୀୟ ପ୍ରୟାସ । ଏଥିରେ ସାମିଲ ସମସ୍ତଙ୍କୁ ପ୍ରଶଂସା କରୁଛି । 

 

SR



(Release ID: 1899596) Visitor Counter : 135