ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପୁଲୱାମା ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ
Posted On:
14 FEB 2023 10:10AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୁଲୱାମା ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ସେହି ବୀର ନାୟକମାନଙ୍କୁ ସ୍ମରଣ କରୁଛେ ଯେଉଁମାନଙ୍କୁ ଆଜିର ଦିନରେ ପୁଲୱାମା ଠାରେ ଆମେ ହରାଇ ଥିଲେ । ଆମେ ସେମାନଙ୍କ ଚରମ ବଳିଦାନକୁ କେବେ ବି ଭୁଲି ପାରିବା ନାହିଁ । ସେମାନଙ୍କ ସାହସ ଆମକୁ ଏକ ଦୃଢ ଓ ବିକଶିତ ଭାରତ ନିର୍ମାଣ ପାଇଁ ପ୍ରେରିତ କରୁଛି ।”
SR
(Release ID: 1899182)
Visitor Counter : 132
Read this release in:
Bengali
,
English
,
Urdu
,
Hindi
,
Marathi
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam