ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ତୃତୀୟ ଥର ପାଇଁ ଗ୍ରାମି ପୁରସ୍କାର ଜିତିଥିବା ରିକି କେଜଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

प्रविष्टि तिथि: 07 FEB 2023 1:10PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ଗ୍ରାମି ପୁରସ୍କାର ଜିତିଥିବା ସଂଗୀତ ସଂଯୋଜକ ରିକି କେଜଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଆଉ ଏକ ସଫଳତା ପାଇଁ ଅଭିନନ୍ଦନ @rickykej । ଆଗାମୀ ଦିନ ପାଇଁ ସଫଳତା କାମନା କରୁଛି ।
 

 

SR


(रिलीज़ आईडी: 1896913) आगंतुक पटल : 166
इस विज्ञप्ति को इन भाषाओं में पढ़ें: Bengali , English , Urdu , Marathi , हिन्दी , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam