ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ବର୍ଷୀୟାନ ଚଳଚ୍ଚିତ୍ର ନିର୍ମାତା ଶ୍ରୀ କେ. ବିଶ୍ୱନାଥଙ୍କ ବିୟୋଗରେ ଶୋକବ୍ୟକ୍ତ କଲେ
Posted On:
03 FEB 2023 7:00PM by PIB Bhubaneshwar
ବର୍ଷୀୟାନ ଚଳଚ୍ଚିତ୍ର ନିର୍ମାତା ଶ୍ରୀ କେ. ବିଶ୍ୱନାଥଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତ:
‘‘ଶ୍ରୀ କେ. ବିଶ୍ୱନାଥ ଗୁରୁଙ୍କ ବିୟୋଗରେ ଗଭୀର ମର୍ମାହତ । ସେ ସୃଜନଶୀଳ ତଥା ବହୁମୁଖୀ ନିଦେ୍ର୍ଦଶକ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ସିନେମା ଜଗତର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଥିଲେ । ତାଙ୍କ ଚଳଚ୍ଚିତ୍ରଗୁଡ଼ିକ ବିଭିନ୍ନ ଶୈଳୀ ଉପରେ ପର୍ଯ୍ୟବସିତ ଥିଲା ଏବଂ ଦଶନ୍ଧି ଦଶନ୍ଧି ଧରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ତାଙ୍କ ପରିବାର ତଥା ପ୍ରଶଂସକଙ୍କ ପ୍ରତି ସମବେଦନା । ଶାନ୍ତି ।’’
SR
(Release ID: 1896109)
Visitor Counter : 172
Read this release in:
English
,
Urdu
,
Marathi
,
Hindi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam