ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆର୍ଥିକ ସର୍ବେକ୍ଷଣ ଭାରତର ବିକାଶ ପଥର ବ୍ୟାପକ ବିଶ୍ଳେଷଣ ପ୍ରଦାନ କରିବ: ପ୍ରଧାନମନ୍ତ୍ରୀ

Posted On: 31 JAN 2023 6:45PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆର୍ଥିକ ସର୍ବେକ୍ଷଣ ୨୦୨୨-୨୦୨୩କୁ ଶେୟାର କରିଛନ୍ତି । 

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଆର୍ଥିକ ସର୍ବେକ୍ଷଣ ଭାରତର ବିକାଶ ପଥର ଏକ ବ୍ୟାପକ ବିଶ୍ଳେଷଣ ପ୍ରଦାନ କରୁଛି । ଯେଉଁଥିରେ ଆମ ଦେଶ ପ୍ରତି ବୈଶିକ ଆଶାବାଦ, ଭିତ୍ତିଭୂମି ଉପରେ ଧ୍ୟାନ, କୃଷି ଏବଂ ଶିଳ୍ପ କ୍ଷେତ୍ରରେ ବିକାଶ ଓ ଭବିଷ୍ୟତ କ୍ଷେତ୍ରଗୁଡିକ ଉପରେ ଗୁରୁତ୍ୱ ଦେବା ସାମିଲ ରହିଛି ।

https://www.indiabudget.gov.in/economicsurvey/index.php

 

SR



(Release ID: 1895411) Visitor Counter : 103