ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସଂସଦର ଉଭୟ ଗୃହକୁ ରାଷ୍ଟ୍ରପତି ଜୀଙ୍କ ସମ୍ବୋଧନ ସମ୍ପର୍କରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 31 JAN 2023 7:46PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ସଂସଦର ଉଭୟ ଗୃହକୁ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସମ୍ବୋଧନ ସମ୍ପର୍କରେ ଆଲୋକପାତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ସଂସଦର ଉଭୟ ଗୃହକୁ ରାଷ୍ଟ୍ରପତି ଜୀଙ୍କ ସମ୍ବୋଧନରେ ବିଭିନ୍ନ ବିଷୟ ସାମିଲ ରହିଛି, ବିଭିନ୍ନ କ୍ଷେତ୍ରରେ ହୋଇଥିବା ଯୁଗାନ୍ତକାରୀ ପରିବର୍ତ୍ତନର ସବିଶେଷ ଚିତ୍ର ପ୍ରଦାନ କରାଯାଇଛି । ସାଧାରଣ ନାଗରିକମାନେ କିଭଳି ସଶକ୍ତ ହୋଇ ପାରିଛନ୍ତି ଓ ଏଜ ଅଫ ଲିଭିଂର ଅଗ୍ରଗତି ସମ୍ପର୍କରେ ସେ ଆଲୋକପାତ କରିଛନ୍ତି ।

 

SR


(रिलीज़ आईडी: 1895408) आगंतुक पटल : 155
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam