ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଆଇସିସି ୧୯ ବର୍ଷରୁ କମ୍ ଟି୨୦ ବିଶ୍ୱକପ ବିଜେତା ଭାରତୀୟ ମହିଳା କ୍ରିକେଟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
ପୋଷ୍ଟ କରାଯିବା ଦିନାଙ୍କ:
29 JAN 2023 8:27PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଇସିସି ୧୯ ବର୍ଷରୁ କମ୍ ଟି୨୦ ବିଶ୍ୱକପ ବିଜେତା ଭାରତୀୟ ମହିଳା କ୍ରିକେଟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।
ବିସିସିଆଇ ୱିମେନର ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଆଇସିସି ୧୯ ବର୍ଷରୁ କମ୍ ଟି୨୦ ବିଶ୍ୱକପରେ ସ୍ୱତନ୍ତ୍ର ବିଜୟ ପାଇଁ ଭାରତୀୟ ଦଳକୁ ଅଭିନନ୍ଦନ । ସେମାନେ ଚିତ୍ତାକର୍ଷକ କ୍ରିକେଟ ଖେଳିଲେ ଓ ସେମାନଙ୍କ ସଫଳତା ଉଦୀୟମାନ କ୍ରିକେଟରମାନଙ୍କୁ ପ୍ରେରିତ କରିବ । ଆଗାମୀ ପ୍ରୟାସ ପାଇଁ ଦଳକୁ ଶୁଭକାମନା ।”
SR
(ରିଲିଜ ଆଡି: 1894832)
ପରିଦର୍ଶକ କାଉଣ୍ଟର : 153
ଏହି ରିଲିଜ ପଢନ୍ତୁ :
Marathi
,
English
,
Urdu
,
हिन्दी
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam