ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜାନୁୟାରୀ ୨୮ରେ ଭଗବାନ ଶ୍ରୀ ଦେବନାରାୟଣ ଜୀଙ୍କ ୧୧୧୧ତମ ‘ଅବତରଣ ମହୋତ୍ସବ’ ସମାରୋହକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

Posted On: 27 JAN 2023 5:48PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାନୁୟାରୀ ୨୮ ପୂର୍ବାହ୍ନ ୧୧.୩୦ ବେଳକୁ ରାଜସ୍ଥାନର ଭିଲୱାରା ଠାରେ ଭଗବାନ ଶ୍ରୀ ଦେବନାରାୟଣ ଜୀଙ୍କ ୧୧୧୧ତମ ଅବତରଣ ମହୋତ୍ସବ ସମାରୋହକୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ।

ଭଗବାନ ଶ୍ରୀ ଦେବନାରାୟଣ ଜୀଙ୍କୁ ରାଜସ୍ଥାନର ଲୋକେ ପୂଜା କରିଥାନ୍ତି ଏବଂ ତାଙ୍କ ଅନୁଗାମୀ ଦେଶର କୋଣ ଅନୁକୋଣରେ ରହିଛନ୍ତି । ଜନ କଲ୍ୟାଣ ପାଇଁ ସେ ବିଶେଷ ଭାବେ ସମ୍ମାନିତ ।   

 

SR/BS



(Release ID: 1894223) Visitor Counter : 121