ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଉତ୍ତର ପୂର୍ବରେ ମହାନ ବ୍ୟକ୍ତି ଓ ସୁନ୍ଦର ସ୍ଥାନ ରହିଛି: ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
22 JAN 2023 12:33PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ବିକାଶର ତ୍ୱରିତ ଗତି ଯୋଗୁଁ ଉତ୍ତର ପୂର୍ବର ଲୋକେ ଅନେକ ଲାଭ ପାଉଛନ୍ତି ।
ଜଣେ ନାଗରିକଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ଶ୍ରୀ ମୋଦୀ ଟ୍ୱିଟ କରିଛନ୍ତି;
“ଉତ୍ତର ପୂର୍ବରେ ମହାନ ବ୍ୟକ୍ତି ଓ ସୁନ୍ଦର ସ୍ଥାନ ରହିଛି । ବିକାଶର ତ୍ୱରିତ ଗତି ଯୋଗୁଁ ଉତ୍ତର ପୂର୍ବର ଲୋକେ ଅନେକ ଲାଭ ପାଉଛନ୍ତି ।’’
SR
(ରିଲିଜ ଆଡି: 1892786)
ପରିଦର୍ଶକ କାଉଣ୍ଟର : 158
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam