ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

‘ଏଗଜାମ ୱାରିୟର୍ସ’ ଏବେ ୧୩ଟି ଭାଷାରେ ଉପଲବ୍ଧ

प्रविष्टि तिथि: 22 JAN 2023 12:31PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପରୀକ୍ଷା ସମ୍ପର୍କିତ ପ୍ରସଙ୍ଗଗୁଡିକୁ ନେଇ ଲିଖିତ ପୁସ୍ତକ “ଏଗଜାମ ୱାରିୟର୍ସ” ଏବେ ୧୩ଟି ଭାଷାରେ ଉପଲବ୍ଧ ହୋଇଛି ।

 

ଆଜି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

 

#ExamWarriors ପୁସ୍ତକ ଏବେ ୧୩ଟି ଭାଷାରେ ଉପଲବ୍ଧ ହୋଇଥିବାରୁ ଆନନ୍ଦିତ ।

 

ସମସ୍ତେ ପଢନ୍ତୁ ।

 

SR


(रिलीज़ आईडी: 1892785) आगंतुक पटल : 276
इस विज्ञप्ति को इन भाषाओं में पढ़ें: Marathi , हिन्दी , Assamese , Tamil , Telugu , Urdu , English , Bengali , Manipuri , Punjabi , Gujarati , Kannada , Malayalam