ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
“ବ୍ରେଭିଙ୍ଗ୍ ଏ ଭାଇରାଲ୍ ଷ୍ଟର୍ମ: ଇଣ୍ଡିଆସ୍ କୋଭିଡ୍ -୧୯ ଭ୍ୟାକ୍ସିନ୍ ଷ୍ଟୋରୀ” ଶୀର୍ଷକ ଏକ ପୁସ୍ତକକୁ ଆଶିଷ ଚନ୍ଦୋରକରଙ୍କ ଠାରୁ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ
Posted On:
11 JAN 2023 6:46PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଶିଷ ଚନ୍ଦରକୋରଙ୍କ ଠାରୁ “ବ୍ରେଭିଙ୍ଗ୍ ଏ ଭାଇରାଲ୍ ଷ୍ଟର୍ମ: ଇଣ୍ଡିଆସ କୋଭିଡ୍ -୧୯ ଟିକା ଷ୍ଟୋରୀ” ଶୀର୍ଷକ ଏକ ପୁସ୍ତକ ଗ୍ରହଣ କରିଛନ୍ତି ଯେଉଁଥିରେ ସେ ଟୀକାକରଣରେ ଭାରତର ପଦକ୍ଷେପକୁ ନେଇ କାହାଣୀ ପ୍ରସ୍ତୁତ କରିଛନ୍ତି ।
ଆଶିଷ ଚନ୍ଦୋରକରଙ୍କ ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ତୁମର ପୁସ୍ତକର ଏକ କପି ପାଇ ଆନନ୍ଦିତ, ଯେଉଁଥିରେ ତୁମେ ଟୀକାକରଣରେ ଭାରତର ପଦକ୍ଷେପକୁ ଉଲ୍ଲେଖ କରିଛ ।”
HS
(Release ID: 1890821)
Visitor Counter : 123
Read this release in:
Malayalam
,
Manipuri
,
English
,
Urdu
,
Marathi
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada