ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସ୍ୱାମୀ ବିବେକାନନ୍ଦଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
12 JAN 2023 7:44PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱାମୀ ବିବେକାନନ୍ଦଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସ୍ୱାମୀ ବିବେକାନନ୍ଦଙ୍କ ଜୀବନ ସର୍ବଦା ଦେଶପ୍ରେମ, ଆଧ୍ୟାତ୍ମିକତା ଏବଂ ପରିଶ୍ରମକୁ ପ୍ରେରଣା ଦେଇଥାଏ ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
“ସ୍ୱାମୀ ବିବେକାନନ୍ଦଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ସାଦର ପ୍ରଣାମ । ତାଙ୍କ ଜୀବନ ସର୍ବଦା ଦେଶପ୍ରେମ, ଆଧ୍ୟାତ୍ମିକତା ଏବଂ ପରିଶ୍ରମକୁ ପ୍ରେରଣା ଦେଇଥାଏ । ତାଙ୍କର ମହାନ ଚିନ୍ତାଧାରା ଏବଂ ଆଦର୍ଶ ଦେଶବାସୀଙ୍କୁ ମାର୍ଗଦର୍ଶନ ଜାରି ରଖିବ ।”
HS
(ରିଲିଜ ଆଡି: 1890811)
ପରିଦର୍ଶକ କାଉଣ୍ଟର : 178
ଏହି ରିଲିଜ ପଢନ୍ତୁ :
Kannada
,
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Malayalam