ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପରୀକ୍ଷା ପେ ଚର୍ଚ୍ଚାର ମନ୍ତ୍ର ଏବଂ କାର୍ଯ୍ୟକଳାପର ଆକର୍ଷଣୀୟ ବିଷୟକୁ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
12 JAN 2023 2:53PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପରୀକ୍ଷା ପେ ଚର୍ଚ୍ଚାର ମନ୍ତ୍ର ଏବଂ କାର୍ଯ୍ୟକଳାପର ଏକ ଆକର୍ଷଣୀୟ ବିଷୟକୁ ସେୟାର କରିଚନ୍ତି ଯାହା ପରୀକ୍ଷାର ଚାପକୁ ହ୍ରାସ କରିବାରେ ସାହାଯ୍ୟ କରିବ ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ଏହା ପରୀକ୍ଷା ଋତୁ ଏବଂ ଯେହେତୁ ଆମର ପରୀକ୍ଷା ଯୋଦ୍ଧାମାନେ ପରୀକ୍ଷା ପ୍ରସ୍ତୁତିରେ ବୁଡି ରହିଛନ୍ତି, ମନ୍ତ୍ରର ଏକ ଆକର୍ଷଣୀୟ ବିଷୟ ଏବଂ କାର୍ଯ୍ୟକଳାପ ସେୟାର କରିଛି ଯାହା ପରୀକ୍ଷା ଚାପକୁ ହ୍ରାସ କରିବାରେ ସାହାଯ୍ୟ କରିବ ଏବଂ ପରୀକ୍ଷା ପର୍ବ ପାଳନରେ ମଧ୍ୟ ସାହାଯ୍ୟ କରିବ । ଟିକେ ଦେଖ...”
HS
(रिलीज़ आईडी: 1890807)
आगंतुक पटल : 158
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam