ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପରୀକ୍ଷା ସମ୍ପର୍କରେ ସ୍ୱରଚିତ କବିତା ଶେୟାର କରିଥିବାରୁ କେଭି ଓଏନଜିସି, ଡେରାଡୁନର ଛାତ୍ରୀ କୁମାରୀ ଦୀୟାଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 07 JAN 2023 3:51PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପରୀକ୍ଷା ସମ୍ପର୍କରେ ସ୍ୱରଚିତ କବିତା ଶେୟାର କରିଥିବା କେଭି ଓଏନଜିସି, ଡେରାଡୁନର ଛାତ୍ରୀ କୁମାରୀ ଦୀୟାଙ୍କୁ ପ୍ରଶଂସା କରିଛନ୍ତି ।

କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଏକ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଖୁବ ସୃଜନଶୀଳ! ଚିନ୍ତାମୁକ୍ତ ପରୀକ୍ଷା ସବୁଠାରୁ ଭଲ ପରୀକ୍ଷା । ଆମେ ଚଳିତ ମାସ ୨୭ ତାରିଖରେ #ParikshaPeCharcha2023ରେ ଏ ସମ୍ପର୍କରେ ଅଧିକ ଆଲୋଚନା କରିବା ।”  

 

SR


(रिलीज़ आईडी: 1889499) आगंतुक पटल : 134
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam