ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କଳା ଜ୍ୱର ରୋଗ ହ୍ରାସ ପାଉଥିବାରୁ ପ୍ରଧାନମନ୍ତ୍ରୀଙ୍କ ସନ୍ତୋଷ ବ୍ୟକ୍ତ


କଳାଜର ରୋଗ ସମ୍ପର୍କରେ ନିଜ ‘ମନ କି ବାତ କାର୍ଯ୍ୟକ୍ରମ’ର କିଛି ଅଂଶ ଶେୟାର କଲେ

Posted On: 06 JAN 2023 9:01PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କଳାଜ୍ୱର ରୋଗ ମାମଲା ହ୍ରାସ ପାଉଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି । କଳା ଜର ରୋଗ ସମ୍ପର୍କରେ ସେ ମନ କି ବାତ କାର୍ଯ୍ୟକ୍ରମର କିଛି ଅଂଶ ମଧ୍ୟ ଶ୍ରୀ ମୋଦୀ ଶେୟାର କରିଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ଡଃ ମନସୁଖ ମାଣ୍ଡଭୀୟଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଉତ୍ସାହପ୍ରଦ ଧାରା...ଏହାକୁ ବଜାୟ ରଖିବା ଓ କଳାଜରକୁ ହଟାଇବା ।

ଗତ ମାସର #MannKiBaatରେ ଏ ସମ୍ପର୍କରେ ମୋର ବକ୍ତବ୍ୟକୁ ମଧ୍ୟ ଶେୟାର କରୁଛି ।

 

SR



(Release ID: 1889289) Visitor Counter : 138