ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମାଇକ୍ରୋସଫ୍ଟ କର୍ପୋରେସନର ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ସତ୍ୟ ନାଡେଲା
ପୋଷ୍ଟ କରାଯିବା ଦିନାଙ୍କ:
05 JAN 2023 3:08PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାଇକ୍ରୋସଫ୍ଟ କର୍ପୋରେସନର ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ସତ୍ୟ ନାଡେଲାଙ୍କୁ ସାକ୍ଷାତ କରି କହିଛନ୍ତି ଯେ ଜ୍ଞାନକୌଶଳ ଏବଂ ନବସୃଜନ କ୍ଷେତ୍ରରେ ଭାରତର ଅଗ୍ରଗତି ବୈଷୟିକ ନେତୃତ୍ୱ ଅଭିବୃଦ୍ଧିର ଏକ ଯୁଗକୁ ଆଗେଇ ନେଉଛି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ତୁମକୁ ଭେଟି ଆନନ୍ଦିତ ସତ୍ୟ ନାଡେଲା । ଜ୍ଞାନକୌଶଳ ଏବଂ ନବସୃଜନ କ୍ଷେତ୍ରରେ ଭାରତର ଅଗ୍ରଗତି ବୈଷୟିକ-ନେତୃତ୍ୱ ଅଭିବୃଦ୍ଧିର ଏକ ଯୁଗକୁ ଆଗେଇ ନେଉଛି । ଆମର ଯୁବକମାନେ କଳ୍ପନାରେ ପରିପୂର୍ଣ୍ଣ, ଯାହା ବିଶ୍ୱକୁ ପରିବର୍ତ୍ତନ କରିବାର ସାମର୍ଥ୍ୟ ରଖିଛି ।”
HS
(ରିଲିଜ ଆଡି: 1889018)
ପରିଦର୍ଶକ କାଉଣ୍ଟର : 184
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Tamil
,
Telugu
,
Kannada
,
Malayalam