ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମହାରାଷ୍ଟ୍ର ବିଧାନସଭାର ବିଧାୟକ ଶ୍ରୀ ଲକ୍ଷ୍ମଣ ଜଗତାପଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 04 JAN 2023 10:29PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ର ବିଧାନସଭାର ବିଧାୟକ ଶ୍ରୀ ଲକ୍ଷ୍ମଣ ଜଗତପଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ମହାରାଷ୍ଟ୍ର ବିଧାନସଭାର ବିଧାୟକ ଶ୍ରୀ ଲକ୍ଷ୍ମଣ ଜଗତପ ଜୀଙ୍କ ଦେହାନ୍ତରେ ଦୁଃଖିତ । ଜନ କଲ୍ୟାଣ ତଥା ପୁଣେ ଏବଂ ଏହାର ଆଖପାଖ ଅଞ୍ଚଳର ବିକାଶ ପାଇଁ ସେ ବହୁତ ଅବଦାନ ରଖିଥିଲେ । ତାଙ୍କ ପରିବାର ଏବଂ ସମର୍ଥକଙ୍କ ପ୍ରତି ସମବେଦନା । ଓମ୍ ଶାନ୍ତି ।”

HS


(रिलीज़ आईडी: 1888724) आगंतुक पटल : 170
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam