ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏୟାର ମାର୍ଶାଲ ପିଭି ଆୟାର (ଅବସରପ୍ରାପ୍ତ)ଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 31 DEC 2022 3:18PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଏୟାର ମାର୍ଶାଲ ପିଭି ଆୟାର (ଅବସରପ୍ରାପ୍ତ)ଙ୍କୁ ଭେଟି ସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ ତାଙ୍କ ପୁସ୍ତକର ଏକ ନକଲ ମଧ୍ୟ ଗ୍ରହଣ କରିଛନ୍ତି । 

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଆଜି ଏୟାର ମାର୍ଶାଲ ପିଭି ଆୟାର (ଅବସରପ୍ରାପ୍ତ)ଙ୍କୁ ଭେଟି ଖୁସି ହେଲି । ଜୀବନ ପ୍ରତି ତାଙ୍କର ଋଚି ଏବଂ ଫିଟ ତଥା ସୁସ୍ଥ ରହିବାକୁ ତାଙ୍କ ଆଗ୍ରହ ଉଲ୍ଲେଖନୀୟ । ତାଙ୍କ ପୁସ୍ତକର ଏକ ନକଲ ପାଇ ଆନନ୍ଦିତ ।”

 

SR


(रिलीज़ आईडी: 1887856) आगंतुक पटल : 175
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam