ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନେପାଳର ପ୍ରଧାନମନ୍ତ୍ରୀ ଭାବରେ ର୍ନିବାଚିତ ହୋଇଥିବାରୁ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
Posted On:
25 DEC 2022 10:15PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନେପାଳର ପ୍ରଧାନମନ୍ତ୍ରୀ ଭାବରେ ର୍ନିବାଚିତ ହୋଇଥିବାରୁ କମ୍ରେଡ ପ୍ରଚଣ୍ଡଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ନେପାଳର ପ୍ରଧାନମନ୍ତ୍ରୀ ଭାବରେ ର୍ନିବାଚିତ ହୋଇଥିବାରୁ କମ୍ରେଡ ପ୍ରଚଣ୍ଡଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । ଭାରତ ଏବଂ ନେପାଳ ମଧ୍ୟରେ ଅନନ୍ୟ ସମ୍ପର୍କ ଗଭୀର ସାଂସ୍କୃତିକ ସଂଯୋଗ ଏବଂ ଲୋକଙ୍କ ପାରସ୍ପରିକ ସମ୍ପର୍କ ଉପରେ ଆଧାରିତ । ଏହି ବନ୍ଧୁତାକୁ ଆହୁରି ଦୃଢ କରିବା ପାଇଁ ମୁଁ ଆପଣଙ୍କ ସହ ମିଶି କାମ କରିବାକୁ ଅପେକ୍ଷା କରିଛି ।”
HS
(Release ID: 1887012)
Visitor Counter : 161
Read this release in:
English
,
Urdu
,
Marathi
,
Hindi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam