ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଅଟଳ ଜୀଙ୍କୁ "ସଦୈଭ ଅଟଳ” ଏବଂ ସଂସଦ ଭବନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
25 DEC 2022 7:53PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ‘ସଦୈଭ ଅଟଳ’ ଏବଂ ସଂସଦ ଭବନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
“ଆଜି ସକାଳେ ଅଟଳ ଜୀଙ୍କୁ “ସଦୈଭ ଅଟଳ” ଏବଂ ସଂସଦ ଭବନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲି ।”
HS
(ରିଲିଜ ଆଡି: 1887008)
ପରିଦର୍ଶକ କାଉଣ୍ଟର : 177
ଏହି ରିଲିଜ ପଢନ୍ତୁ :
English
,
Kannada
,
Bengali
,
Assamese
,
Telugu
,
Urdu
,
Marathi
,
हिन्दी
,
Manipuri
,
Punjabi
,
Gujarati
,
Tamil
,
Malayalam