ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଟି -୨୦ ବିଶ୍ୱକପ ଜିତିଥିବାରୁ ଭାରତୀୟ ଦୃଷ୍ଟିହୀନ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 17 DEC 2022 7:57PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟି -୨୦ ବିଶ୍ୱକପ ଜିତିବା ପାଇଁ ଭାରତୀୟ ଦୃଷ୍ଟିହୀନ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।

ଭାରତୀୟ ଭିନ୍ନକ୍ଷମ କ୍ରିକେଟ୍ ପରିଷଦର ଏକ ଟୁଇଟକୁ ସେୟାର କରି ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ଆମର କ୍ରୀଡାବିତ୍‍ମାନଙ୍କ ପାଇଁ ଭାରତ ଗର୍ବିତ । ଖୁସି ଯେ ଆମେ ଦୃଷ୍ଟିହୀନଙ୍କ ପାଇଁ ଥିବା ଟି -୨୦ ବିଶ୍ୱକପ ଜିତିଛୁ । ଆମ ଦଳକୁ ଅଭିନନ୍ଦନ ଏବଂ ଭବିଷ୍ୟତର ଉଦ୍ୟମ ପାଇଁ ସେମାନଙ୍କୁ ଶୁଭେଚ୍ଛା ।”

HS


(रिलीज़ आईडी: 1884516) आगंतुक पटल : 184
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam